କରୋନା ସଂକ୍ରମଣର ଦ୍ଵିତୀୟ ଲହର ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ ଜୋଗେ ଯୋଗେ କିଛି ସୂଚନା ଦେଇଛନ୍ତି ।
ପଶ୍ଚିମବଙ୍ଗରୁ ଓଡିଶା ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ୧୪ ଦିନ ପାଇଁ ସଙ୍ଗରୋଧରେ ରହିବେ ପଶ୍ଚିମବଙ୍ଗ ଫେରନ୍ତା । ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସମସ୍ତ ସୀମାରେ ଚେକିଂ କରାଜିବ । ସରକାରୀ ସଙ୍ଗରୋଧ କେନ୍ଦ୍ର କରାଯାଇଛି, ସେଠାରେ ଫେରନ୍ନ୍ତା ଙ୍କ ରହିବେ ଖାଇବା ବ୍ୟବସ୍ଥା କରାଯିବ । ଚାହିଁଲେ ପେଡ୍ କ୍ୱାରେଣ୍ଟାଇନରେ ବି ରହିପାରିବେ ମାତ୍ର କେହି ହୋମେ କ୍ୱାରେଣ୍ଟାଇନରେ ରହିପାରିବେ ନାହିଁ ।
ଜାଣନ୍ତୁ କିଏ ରହିବେ ଘରୋଇ ସଙ୍ଗରୋଧରେ :
ପଶ୍ଚିମବଙ୍ଗ ଫେରାନ୍ତାଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ
୪୮ ଘଣ୍ଟା ପୂର୍ବରୁ ନେଗେଟିଭ ରିପୋର୍ଟ ଥିଲେ ଘରୋଇ ସଙ୍ଗରୋଧରେ ରହିପାରିବେ ୨ ଡୋଜ୍ ଟୀକା ନେଇଥିଲେ ମଧ୍ୟ ଗୃହ ସଙ୍ଗରୋଧକୁ ଅନୁମତି ।
