ଓଡାପଡ଼ା ବ୍ଲକ ବଣିଆ ପଡ଼ାରେ ଉଦଘାଟିତ ହୋଇଯାଇଛି ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ।
ପ୍ରଥମ ଦିନରେ କାରନ୍ଦା ସହ ତାଳଚେର ମଧ୍ୟରେ ମ୍ୟାଚ ହୋଇଥିବା ବେଳେ କାରନ୍ଦା ନିର୍ଧାରିତ ୧୨ ଓଭରରେ ୧୦୬ ରନ କରିଥିବା ବେଳେ ତାଳଚେର ୧୨ ଓଭରରେ ୫୨ ରନ ରେ ୮ ଟି ଉଇକେଟ ରେ ପରାଜିତ ହୋଇଥିଲେ ।
ଆଜିର ଉଦଘାଟନୀ ଉତ୍ସବରେ ପୂର୍ଵତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତି ରେବତୀ ବେହେରା ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
