News
lipub
samparksetu

ଶୀତୁଆ ପାଗରେ କ୍ରିସ୍ପି ଦୋସା ର ମଜା

ଶୀତୁଆ ପାଗରେ ନିଅନ୍ତୁ କ୍ରିସ୍ପି ଦୋସା ର ମଜା

ଆବଶ୍ୟକ ସାମଗ୍ରୀ

ବିରି ଡାଲି – ୧୦୦ ଗ୍ରାମ୍‌, ଚଣା ଡାଲି – ୫୦ ଗ୍ରାମ୍‌
ଚାଉଳ ଓ ଲୁଣ – ସ୍ୱାଦ ଅନୁଯାୟୀ
ତେଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଚାଉଳ ଏବଂ ବିରି ମିଶାଇ ରାତି ସାରା ଭିଜାଇ ଦିଅନ୍ତୁ। ସକାଳୁ ସେଥିରେ ଲୁଣ ମିଶାଇ ଗ୍ରାଇଣ୍ଡିଂ କରି ଘୋଳ ପ୍ରସ୍ତୁତ କରନ୍ତୁ। ତାଓ୍ଵା ଗରମ କରି ତାହାଉପରେ ତେଲ ପକାଇ ଦିଅନ୍ତୁ।

ଏବେ ତାଓ୍ଵାରେ ଗୋଳ ପକାଇ ଗୋଲ ଗୋଲ ଆକାରରେ ବୁଲାନ୍ତୁ। ସାଇଡରେ ତେଲ ଲଗାଇ ଦୋସାକୁ ଫ୍ରାଏ କରନ୍ତୁ।  ଏହାକୁ ସର୍ଭିଙ୍ଗ ପ୍ଲେଟରେ ବାହାର କରି ନଡିଆ କିମ୍ବା ଟମାଟୋ ଚଟଣୀ ସହିତ ସର୍ଭ କରନ୍ତୁ।  ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର କ୍ରିସ୍ପି ଚିଜ୍‌ ଦୋସା ।

new life
You might also like
error: Content is protected !!