News
WhatsApp Image 2023-10-04 at 17.25.00
samparksetu

୪୦ ହଜାର ଟଙ୍କାର କାଠ ଜବତ , ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା କପିଲାସ ବନାଚଂଳ ଅଧିନସ୍ତ ବେଲଟିକିରୀ ଅଚଂଳରୁ ଶାଗୁଆନ ବୋଝେଇ ଗାଡି ସହ କାଠ ଜବତ କରାଯାଇଛି । କପିଳାସ ବନାଚଂଳ ଅଧିକାରୀ ଗୈାତମ ପ୍ରଧାନ କୈଣସି ସୂତ୍ରରୁ ଖବରପାଇ ବେଲଟିକିରୀ ଗ୍ରାମରେ ଚଢାଉ କରିଥିଲେ ।

ଚଢ଼ାଉ ପରେ ଗ୍ରାମର ଦୟାନିଧି ସାହୁଙ୍କ ପୁଅ ଶ୍ରୀନିବାସ ସାହୁ(୪୫)ଙ୍କୁ ୩୮କେ /୨୧-୨୨ ଅନୁଯାୟୀ ଗିରଫ କରାଯାଇ କୋଟ ଚାଲଣ କରାଯାଇଛି । ଏହି ପିକଅପ ଗାଡି ଓଡି ୦୬ ଡି ୬୬୨୭ରେ ପାଖାପାଖି ୪୦ ଜହାର ଟଙ୍କାର ସାଇଜି ଓ ଶାଗୁଆନ ଗଣ୍ଡି ଲଦା ହୋଇଥରଲା । ଗାଡି ଜବତ ହେବା ସହ ଡ୍ରାଇଭରକୁ ଗିରଫ କରାଯାଇଛି ।

new life
You might also like
error: Content is protected !!