News
WhatsApp Image 2023-10-04 at 17.25.00
samparksetu

ଶଙ୍ଖ ଭଵନରେ ଢେଙ୍କାନାଳ ବିଜେଡିର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନବୀନ

ଦଳକୁ ପୁଣି ଥରେ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ । ନିୟମିତ ବିଭିନ୍ନ ଜିଲ୍ଲାର ନେତା, କର୍ମକର୍ତ୍ତାଙ୍କ ସହ ବୈଠକ କରି ମନୋବଳ ବଢ଼ାଇବା ସହ ନିରାଶ କର୍ମୀଙ୍କ ଭିତରେ ଉତ୍ସାହ ଭରୁଛନ୍ତି । ଗୁରୁମନ୍ତ୍ର ଦେଇ କହୁଛନ୍ତି, ଲୋକଙ୍କ ପାଇଁ କାମ କରିବାକୁ ଦେଉଛନ୍ତି ଉତ୍ସାହ ।


ଇତିମଧ୍ୟରେ ଢେଙ୍କାନାଳ ଜିଲ୍ଲା ବିଜେଡି ବୈଠକ ଶଙ୍ଖ ଭବନରେ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ପରାଜୟ ସମ୍ପର୍କରେ ନିଜର ମତାମତ ଦେଇଥିଲେ । ବହୁ ପରିଶ୍ରମ ସତ୍ତ୍ୱେ ଗଲା ନିର୍ବାଚନରେ ଦଳ ଜିଲ୍ଲାରେ ଭଲ ପ୍ରଦର୍ଶନ କରିନାହିଁ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଆହୁରି ଅଧିକ ପରିଶ୍ରମ କରି ଦଳକୁ ଜିତାଇବା ପାଇଁ ଲାଗି ପଡନ୍ତୁ ବୋଲି ସୁପ୍ରିମୋ କର୍ମୀ ଏବଂ ନେତାଙ୍କୁ କହିଥିଲେ ।

new life
You might also like
error: Content is protected !!