ସଦର ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତର ଦଧିଖାଇ ଗ୍ରାମର ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଖବର ପ୍ରସାରଣ ଏବଂ ପ୍ରଶାସନ ଙ୍କୁ ଜଣାଇବା ପରେ ଆଜି ତାର ତୁରନ୍ତ ସଂଯୋଗ
ସୁଚନା ଥାଉ କି ଗତକାଲି ଏ ବିଷୟରେ ପ୍ରକାଶ କରିବା ପରେ ପ୍ରଶାସନିକ ଅଧିକାରୀ ଏହା ସଂଯୋଗ କରାଯିବ ବୋଲି ଟୁଇଟର ମାଧ୍ୟମରେ ଜଣାଇଥିଲେ । ତାଙ୍କ ସୁଚନା ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ବିଦ୍ୟୁତ ସଂଯୋଗ ନିଆଯାଇ ନାହିଁ, ଅନୈତିକ ଭାବରେ ଏହା ଚଳୁଛି। ତେଣୁ ବିଭାଗୀୟ ଅଧିକାରୀ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ। ବର୍ତ୍ତମାନ ପରିସ୍ଥିତିକୁ ବିଚାରକୁ ନେଇ ପୁନର୍ବାର ସଂଯୋଗ କରାଯାଇଛି । ଏ ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ।
