News
lipub
samparksetu

ଖବର ପ୍ରସାରଣ ପରେ କାମ ହେଲା ବାଲିମୀ ଗାଁକୁ ଯାଇଥିବା ମୁଖ୍ୟ ରାସ୍ତା

ଗୁଡିଆକାଟେଣୀ-ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାରୁ ବାଲିମୀ ଗାଁ ଭିତରକୁ ଯାଇଥିବା ମୁଖ୍ୟ ରାସ୍ତା ଛଅ ବର୍ଷ ତଳେ କାମ ହୋଇଥିଲା। ଯାହା ଖାଲଖମଣ ହୋଇଯାଇଥିଲା ଯାହା ଉପରେ ବ୍ଲକ ପ୍ରଶାସନ ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡିନଥିଲା ।

ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରିବା ସହ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା, ତେବେ ଏହାପରେ କର୍ତ୍ତୃପକ୍ଷ ସମ୍ପୃକ୍ତ କାମ ପାଇଁ ଅର୍ଥରାଶି ସାଂକ୍ସନ୍ ହେବାପରେ ଖୁବ ଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ବିଭାଗୀୟ କର୍ତ୍ତୃପକ୍ଷ ନିଜର ପ୍ରତିଶ୍ରୁତି ରକ୍ଷା କରି ରାସ୍ତା କାମ କରାଯାଇଛି ।

new life
You might also like
error: Content is protected !!