ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ଜିଲ୍ଲାର ପ୍ରାୟ ସମସ୍ତେ ଏହି ମେଡ଼ିକାଲ୍ ଉପରେ ନିର୍ଭରଶୀଳ ତେବେ ୬ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟ ଲାଗିଥିବା ବେଳେ ୩ଟି ଲିଫ୍ଟ କାମ କରୁନଥିବାର ଦେଖାଦେଇଥିଲା ।

ତେବେ ଏ ନେଇ ଆମେ କିଛି ଦିନ ତଳେ ଆମେ ଖବର ପ୍ରକାଶ କରିଥିଲୁ । ଖବର ପ୍ରସାରଣ ପରେ ଚିକିତ୍ସାଳୟ ର ୪ଟି ଯାଙ୍କ ଲିଫ୍ଟ କାର୍ଯ୍ୟକ୍ଷମ ହୋଇଛି ।
