News
WhatsApp Image 2023-10-04 at 17.25.00
samparksetu

ଭୁବନ ତହସିଲରେ ଇ ଷ୍ଟାମ୍ପିଙ୍ଗ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଇ ଷ୍ଟାମ୍ପିଙ୍ଗ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ସ୍ତାନୀୟ ତହସିଲଦାର ତଥା ସବ ରେଜିଷ୍ଟାର ପ୍ରଭାସ ବେହୁରା , କାନାରା ବ୍ୟାଙ୍କ ଶାଖା ପରିଚାଳକ ଶୁଭେନ୍ଦୁ କୁମାର ନାୟକ , ଇ ଷ୍ଟାମ୍ପିଙ୍ଗ ର ଢେଙ୍କାନାଳ ଜିଲ୍ଲା ଅପରେଟର ବିକ୍ରମକେଶରୀ ରାଉତ , ବରିଷ୍ଠ ରାଜସ୍ୱ ସହାୟକ ହର ମୋହନ ସାହୁ , ଭୁବନ ଓକିଲ ସଂଘ ସଭାପତି ବାବୁଲି କୁମାର ସେଠୀ ପର୍ଶୁରାମ ଥାଟୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି କେନ୍ଦ୍ର ଖୋଲାହେବା ଦ୍ୱାରା ଭୁବନ ଅଞ୍ଚଳ ବାସୀ ଆଉ ଷ୍ଟାମ କାଗଜର ଅଭାବ ପରିଲଖିତ ହେବ ନାହିଁ ।

new life
You might also like
error: Content is protected !!