News
WhatsApp Image 2023-10-04 at 17.25.00
samparksetu

ଆମେ ତ ସନ୍ତାନ ଭାରତ ମାତା ର

ଆମେ ତ ସନ୍ତାନ ଭାରତ ମାତା ର,
ରକତେ ରହିଛି ଆମ ଦେଶ ଭକ୍ତି ପ୍ରେମ ।
ଗୀତ ଗାଇବା ଆମେ ଖେଳ ଖେଳିବା ,ଓ….
ଗୀତ ଗାଇବା ଆମେ ଖେଳ ଖେଳିବା,
ଦେଶ ର ମସ୍ତକ ଆମେ ଟେକି ରଖିବା ।
ସେବା କରିବା ଆମେ ସୁରକ୍ଷା ଦେବା ,
ଦେଶ କୁ ବଞ୍ଚାଇ ଆମେ ରଖିବା ।।

ଆମେ ତ ସନ୍ତାନ  ଭାରତ ମାତା ର,
ରକତେ ରହିଛି ଆମ ଦେଶ ଭକ୍ତି ପ୍ରେମ ।।

ରାଷ୍ଟ୍ରଦ୍ରୋହି ଆଜି ମାତିଲେଣି ଦେଶେ,
ଆମେ ତ ଯୁବକ ଆଜି କାହିଁକି ଅଛେ ,,
ହିନ୍ଦୁରାଷ୍ଟ୍ରେ ହିନ୍ଦୁ ଆମେ ଗର୍ବ କରିବା,
ଦେଶ କୁ ବଞ୍ଚାଇ ଆମେ ତ ରଖିବା ।
ସ୍ୱାମୀ ନରେନ୍ଦ୍ର ଙ୍କ ବାଣୀ ମନେ ରଖିବା,
ଭଗତ୍ ସିଂ ପରି ଆମେ ସାହସୀ ହେବା ।।

ଆମେ ତ ସନ୍ତାନ  ଭାରତ ମାତା ର,
ରକତେ ରହିଛି ଆମ ଦେଶ ଭକ୍ତି ପ୍ରେମ ।।

new life
You might also like
error: Content is protected !!