News
lipub
samparksetu

ଖବର ପ୍ରସାରଣ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଲେ ଆଦିବାସୀ ସମ୍ପ୍ରଦାୟ

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୁସୁମ ଯୋଡ଼ି ପଞ୍ଚାୟତର ଆଲୁଅଝରଣ ଗାଆଁର ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ଖବର ଆମେ ଗତ ମଇ ୧୭ ତାରିଖରେ ପ୍ରକାଶ କରିଥିଲୁ ତେବେ ଖବର ପ୍ରସାରଣ ପରେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବାର ଜଣାପଡିଛି।

ପୂର୍ବରୁ ପ୍ରସାରିତ ଖବର

ସୂଚନାଯୋଗ୍ୟ କି ଉକ୍ତ ଗ୍ରାମର ପ୍ରତାପ ପଧାନ, ଟଙ୍କଧର ବେହେରାଙ୍କ ଛଅ ଜଣ ପୁଅରୁ ଜଣେ ପୁଅକୁ ରାସନ୍ ସାମଗ୍ରୀ ମିଳୁଥିବା ବେଳେ ପାଞ୍ଚ ପୁଅ ଅଜୟ କୁମାର ବେହେରା, ସମୀର ବେହେରା, ବୁଦ୍ଧିମନ୍ତ ବେହେରା, ସତ୍ୟାନନ୍ଦ ବେହେରା ଓ ନରତ୍ତମ ବେହେରା ଏଥିରୁ ବଞ୍ଚିତ ହୋଇଥିଲେ । ତେବେ ଖବର ପ୍ରସାରଣ ପରେ ରକ୍ତ ପରିବାର ଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି ।

new life
You might also like
error: Content is protected !!