News
WhatsApp Image 2023-10-04 at 17.25.00
samparksetu

ବିଦ୍ୟୁତ ଗ୍ରିଡ଼ କର୍ମଚାରୀଙ୍କ ଠାରୁ ସୁନା ଓ ବିଦ୍ୟୁତ୍ ସାମଗ୍ରୀ ଲୁଟ୍

ସ୍ଥାନୀୟ କଲେଜ ବାଇପାସ୍ ଠାରେ ଥିବା ବିଦ୍ୟୁତ୍ ଗ୍ରିଡ୍‌ ର କର୍ମଚାରୀ ଙ୍କୁ କେତେକ ଅଜଣା ଦୁର୍ବୃତ୍ତ ବାନ୍ଧି ତାଙ୍କଠାରୁ ସୁନା ମୁଦି ସହ ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଥିବା ର ଜଣା ପଡ଼ିଛି ।

ଶନିବାର ବିଳମ୍ବିତ ରାତ୍ରୀ ରେ କେତକ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି କଲେଜ ଛକ ନିକଟରେ ଥିବା ବିଦ୍ୟୁତ୍ ଗ୍ରିଡ୍‌ ରେ ପ୍ରବେଶ କରି ୩ ଜଣ କର୍ମଚାରୀ ଙ୍କୁ ବାନ୍ଧି ସେମାନଙ୍କ ଠାରୁ ମୁଦି ଓ ବିଦ୍ୟୁତ୍ ତାର ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ର ଟାଉନ୍ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!