News
lipub
samparksetu

ପରିତ୍ୟକ୍ତ କୂଅରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର ଥାନା ମାଳପୁରା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ବୁଧବାର ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି ,ମୃତ ଦେହ ଠାରୁ ମୁଣ୍ଡ ସମ୍ପୂର୍ଣ୍ଣ ଭାବରେ ଅଲଗା ଥିଲା ଏହା ଉପରେ ପୋଲିସ ତଦନ୍ତ କରୁଛି ।

ମାଳପୁରା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରୁ ଗନ୍ଧ ହେଉଥିବାରୁ ଲୋକମାନେ ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି କୂଅରୁ ମୃତଦେହ କୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି ।ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ମୃତଦେହ ସମ୍ପୂର୍ଣ୍ଣ ଭାବରେ ଗଳିତ ହୋଇ ଯାଇଛି ।ବ୍ୟବଚ୍ଛେଦ କରି ଅଧିକ ତଦନ୍ତ ଚଳାଇଛି କାମାକ୍ଷାନଗର ଥାନା ପୋଲିସ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଧୀରେନ କୁମାର ବେହରା ।

new life
You might also like
error: Content is protected !!