News
lipub
samparksetu

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଖଡଗପ୍ରସାଦ ଗ୍ରାମରେ ଅନିଲ ସାମଲ ଙ୍କ କ୍ରସର ରେ ଜଣେ ବୃଦ୍ଧ ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ ।ସେ ନିଜ ସାଇକେଲ ଯୋଗେ କ୍ରସର କୁ ଯାଉଥିଲେ ,ଖଡଗପ୍ରସାଦ ନିକଟରେ କିଛି ହାତୀପଲ ରାସ୍ତା ପାର ହୋଉଥିବା ବେଳେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ।

ତେବେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।ମୃତକ ହେଉଛନ୍ତି ଆଠଗଡ଼ ର ବୈରାଗୀ ବିଶ୍ୱାଳ (୬୦)।

new life
You might also like
error: Content is protected !!