News
lipub
samparksetu

ଯୁବତୀଙ୍କ ମୃତଦେହ ଠାବ

ଢେଙ୍କାନାଳ ସଦର ଥାନା କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ମଙ୍ଗଳପୁର କଇଁଆ ଗଡ଼ାଣୀରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ଯୁବତୀ ଜଣଙ୍କ ମଙ୍ଗଳପୁର ମଜୁରି ଛକର ଜଳନ୍ଧର ସାହୁଙ୍କ ଝିଅ ଜସ୍ମିନୀ ସାହୁ ବୋଲି ଜଣାପଡିଛି।

ଗତ କାଲିଠାରୁ ସେ ସହରକୁ କୋଚିଙ୍ଗ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ଖୋଜାଖୋଜି କରିବାପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଆଜି ଶୁକ୍ରବାର ମଧ୍ୟାହ୍ନ ୧ଟାରେ ମୃତଦେହ ଠାବ କରି ପୋଲିସକୁ ଖବର ଦେଇଥିଲେ। କେହି ହତ୍ୟାକରି ପିଙ୍ଗିଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି I

new life
You might also like
error: Content is protected !!