ଏନ.ଟି.ପିସି ରେ ଜମି ହରାଉଥିବା ପ୍ରଜାମାନେ ଜଣାଉଅଛୁକି ଏ ପର୍ଯ୍ୟନ୍ତ ନିଜ ଜମିର ମୂଲ୍ୟ ପାଇନାନାହଁ।ନ୍ତି । ଏ ବିଷୟରେ ଗତ ତା.୦୨.୦୮.୨୦୨୧ ରିଖରେ ଏବଂ ତା.୦୭.୧୦.୨୦୨୧ ଏବଂ ପୁର୍ନବାର ତା.୧୦.୧୧.୨୦୨୧ ରିଖରେ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କୁ ଲିଖିତ ଆକାରରେ ଜଣାଇଥିଲେ ।
ଏହା ଭିତରେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅନେକ ଲୋକଙ୍କର ସି.ସି. ଭାଉଚର ହୋଇଥିଲେ ମଧ୍ୟ ଆମ୍ଭଙ୍କୁ ଜମିର ମୂଲ୍ୟ ଦିଆଯାଇ ନାହିଁ । ଏ ନେଇ ସୋମବାର ଦିନ ଏ ନେଇ ପ୍ରଜା ବୃନ୍ଦ ବକେୟା ଥିବା ପ୍ରାପ୍ୟ
ପାଇବା ଆଶାରେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ।୩୧.୧୨.୨୦୨୧ ରିଖ ସୁଧା କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ବାଧ୍ୟହୋଇ ଅଦାଲତର ଆଶ୍ରୟ ନେବାକୁ କହିଛନ୍ତି ଅଭିଯୋଗ କାରୀ ।
