News
lipub
samparksetu

ବିଷାକ୍ତ ସାପ କାମୁଡ଼ାରେ ମହିଳା ଗୁରୁତର

ଆଜି ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ପଂଚାୟତ ଅଧୀନ ବାଲିକିଆରୀ ଗ୍ରାମର ଗନ୍ଦୀ ଗାଗରାଇ (୪୦) ନିଜର ମାଟିଘର ଲିପା ପୋଛା କରୁଥିବା ସମୟରେ ଘରର ମାଟି କାନ୍ଥରେ ଲୁଚି କରି ଥିବା ଏକ ବିଷଧର ସାପ ତାଙ୍କ ହାତକୁ ଆଘାତ କରିଥିଲା ।

ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ଅଧିକା ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

new life
You might also like
error: Content is protected !!