ଫ୍ରେଞ୍ଚ ଫ୍ରାଇଜ୍ ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ
ଦୁଇ ବଡ ସିଝା ଆଳୁ
ଏକ ଚାରି ଚାମଚ ଜିରା ପାଉଡର
ଚାରି ଚାମଚ ଗୋଲ ମରୀଚ ପାଉଡର
ଏକ ଚାରି ଚାମଚ ଲୁଣ କିମ୍ବା ସ୍ୱାଦାନୁସାରେ
ଏକ ଗିନା ଚୁଡା
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ଆମେ ଆଳୁର ଚୋପା ଛଡାଇ ଚକଟି ଦିଅନ୍ତୁ।
ଏବେ ଚୁଡାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଭଲଭାବେ ପେଶି ଏହାର ପାଉଡର ବନାଇ ଦିଅନ୍ତୁ।
ଏବେ ଚକଟି ରଖିଥିବା ଆଳୁରେ ଲୁଣ ପକାଇ ଜିରା ପାଉଡର ଏବଂ ଗୋଲମରୀଚ ମିଶାଇ ଦିଅନ୍ତୁ।
ଏବେ ଏଥିରେ ଚୁଡାକୁ ଗ୍ରାଇଣ୍ଡିଂ କରିଥିବା ପାଉଡରକୁ ସେଥିରେ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ମିଶାଇ ସର୍ଭ କରନ୍ତୁ ।