ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ଗ୍ରାମ ପଞ୍ଚାୟତ ଚକ୍ରଧର ପୁର ରେ ସବୁବେଳେ ପାଣି ସମସ୍ୟା ଲାଗିରହିଛି ।
ଗତ କିଛି ଦିନ ତଳେ ଗୋଟିଏ ନଳକୂପ ଖରାପ ହୋଇ ଠିକ ହୋଇ ଥିବାବେଳେ, ଏକ ସପ୍ତାହ ନ ପୁରୁଣୁ ଅନ୍ୟ ଏକ ନଳକୂପ ଖରାପ ହୋଇ ପଡ଼ିଛି ଯାହା ଫଳରେ ଜନସାଧାରଣ ପାଣି ଟୋପାଏ ପାଣି ଡହଳ ବିକଳ ହେଉଛନ୍ତି ।
ତେବେ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନଳକୂପ ଟି ସଚଳ କରି କାର୍ଯ୍ୟକ୍ଷମ କରିବା ନିମନ୍ତେ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଦାବି ରଖିଛନ୍ତି ।
