News
WhatsApp Image 2023-10-04 at 17.25.00
samparksetu

ଅବକାରୀ ବିଭାଗର ବଡ଼ ସଫଳତା ; ମଦ ବୋଝେଇ କଣ୍ଟେନର, ଜବତ ୩ ଗିରଫ ସୂଚନା

ଆସମରୁ ଓଡ଼ିଶା ର ଝାରସୁଗୁଡା ଜିଲ୍ଲା କୁ ଆସୁଥିଲା ଏକ କଣ୍ଟେନର ଯେଉଁଥିରେ ଥିଲା ଶହ ଶହ କାଟୁନ ଚୋରା ମଦ । ହେଲେ ଜାଣିନଥିଲେ ବାଟରେ ଜଗିଥିଲେ ଅବକାରୀ ଅଧିକାରୀ । ଜବତ ହେଲା କଣ୍ଟେନର ଗିରଫ ହେଲେ ୩ ଜଣ ।

ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଯାଉଥିବା ବେଳେ ହିନ୍ଦୋଳ ଅଞ୍ଚଳରୁ ଏହି ଚୋରା ବିଦେଶୀ ମଦ କଣ୍ଟେନର ଟ୍ରକକୁ ଧରିଛି ଅବକାରୀ ବିଭାଗ । ଏପରିକି ନାଭିଗେଜଟର ସାଜିଥିବା ଜଣେ ସ୍ଥାନୀୟ ବାସୀ କୁ ମଧ୍ୟ କାବୁ କରାଯାଇଛି ।  ଏହି ଯୁବକ ଜଣଙ୍କ ମୋଟଙ୍ଗା ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର ଅବିନାଶ ମହାରଣା ବୋଲି ଜଣାପଡିଛି ।  ଟ୍ରକର ଡ୍ରାଇଭର ଆସାମ ର  ଛତିଶ ନନ୍ଦା ଓ ହେଲ୍ପର ବିରେନ୍ଦର ବୋଲି ସୂଚନା ମିଳିଛି ।  ଜଣାପଡିଛି । ତେବେ ଘଟଣା ପରେ ଅବକାରୀ ବିଭାଗ ପକ୍ଷରୁ ଅଧିକ ସୂଚନା ପାଇଁତଦନ୍ତ ଆରମ୍ଭ କରାଯାଇଛି ।

new life
You might also like
error: Content is protected !!