୧- ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ -ଶ୍ରୀମତୀ ନନ୍ଦିନୀ ଶତପଥୀ
୨- ଓଡ଼ିଶାର ପ୍ରଥମ ଓଡ଼ିଆ ରାଜ୍ୟପାଳ -ଶ୍ରୀ ଗତିକୃଷ୍ଣ ମିଶ୍ର
୩- ଓଡ଼ିଶାର ପ୍ରଥମ ଓଡ଼ିଆ ଆମେରିକା ଓ ଜାପାନ ଗ୍ରସ୍ତ – ସାରଙ୍ଗଧର ଦାସ
୪- ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି – ଶ୍ରୀମତୀ ଅମିୟ କୁମାର ପାଢ଼ୀ
୫- ପୃଥିବୀର ସର୍ବ କନିଷ୍ଠ ସହିଦ ଓ ସ୍ବାଧୀନତାସଂଗ୍ରାମୀ -ବାଜି ରାଉତ(୧୨ ବର୍ଷ )
୬- ଲୋକ ସଭାରେ ଓଡ଼ିଶାର ପ୍ରଥମ ବିରୋଧୀ ଦଳ ନେତା – ଶ୍ରୀ ସାରଙ୍ଗଧର ଦାସ
୭- ଓଡ଼ିଶାର ପ୍ରଥମ ଆଇ.ଏ.ଏସ୍ (ଆଇ.ସି.ଏସ୍)- ଶ୍ରୀ ଅନ୍ନଦା ଶଙ୍କର ରାୟ
୮- ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ପର୍ବତଆରୋହି -ଶ୍ରୀମତୀ କଳ୍ପନା ଦାଶ
୯- ଓଡ଼ିଶାର ପ୍ରଥମ ନାରୀ କବି – ଶ୍ରୀମତୀ ସୁଲକ୍ଷଣା ଦେବୀ
୧୦- ଓଡ଼ିଶାର ପ୍ରଥମ ହିନ୍ଦୀ କବି – ଶ୍ରୀ ବ୍ରଜନାଥ ବଡ଼ଜେନା
୧୧- ଓଡ଼ିଶାର ପ୍ରଥମ ଧ୍ବନି ବିଜ୍ଞାନି – ଶ୍ରୀ ଗୋଲେଖ ବିହାରୀ ଧଳ
୧୨- ଭାରତ ସରକାରଙ୍କର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମର୍ଡନ ଆର୍ଟ ,ଦିଲ୍ଲୀର ପ୍ରଥମ ଓଡ଼ିଆ ମହାନିର୍ଦ୍ଦେଶକ ଭାସ୍କର୍ଯ୍ୟ ଶିଳ୍ପୀ – ଶ୍ରୀ ଅଦୈତ ପ୍ରସାଦ ଗଡନାୟକ
୧୩-ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପ୍ରଥମ ଓଡ଼ିଆ ମନ୍ତ୍ରୀ(୧୯୬୬-୭୨)ରୁ (୧୯୯୩-୯୫)-ଶ୍ରୀମତୀ ନନ୍ଦିନୀ ଶତପଥୀ ଓ ବ୍ରିଗେଡିୟର ଶ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ
୧୪- ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରଥମ ଓଡ଼ିଆ ମନ୍ତ୍ରୀ – ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
୧୫- ଭାରତ ସରକାରଙ୍କର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରଣାଳୟର ପ୍ରଥମ ଓଡ଼ିଆ ମନ୍ତ୍ରୀ – ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
୧୬- ଓଡ଼ିଶାର ପ୍ରଥମ ଓଡ଼ିଆ ମାଟ୍ରିକ୍ୟୁଲେଟ୍ -ବନମାଳୀ ସିଂ
୧୭- ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରିପ୍ରେକ୍ଷୀରେ ବିଶେଷ ଅବଦାନ ନିମନ୍ତେ ପ୍ରଥମ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଭାଷାବିତ୍ – ଡକ୍ଟର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
୧୮- ସର୍ବ ଭାରତୀୟ ଗଡଜାତ ୫୬୨ ଦେଶୀୟ ରାଜ୍ୟ ଆନ୍ଦୋଳନ ର ସେକ୍ରେଟାରୀ ଏବଂ ପୂର୍ବ ଭାରତର ପ୍ରେସିଡେଣ୍ଟ – ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ
