News
WhatsApp Image 2023-10-04 at 17.25.00
samparksetu

ବେଲଖଣ୍ଡ ସଂରକ୍ଷିତ ଜଙ୍ଗଲରୁ ୨ ଶିକାରୀ ଗିରଫ ;ବନ୍ଧୁକ ଜବତ

ଢେଙ୍କାନାଳ ବନଖଣ୍ଡ ଢେଙ୍କାନାଳ ରେଞ୍ଜ ବେଲଖଣ୍ଡ ସଂରକ୍ଷିତ ଜଙ୍ଗଲରୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ଶିକାରୀଙ୍କୁ ଗିରଫ କରାଯାଇଛି ।

ବେଲବନ୍ଧ ସଂରକ୍ଷତି ଜଙ୍ଗଲରେ ସଦର ଥାନା ଘଟିପିରି ଗ୍ରାମର ଗାଣ୍ଡୁ ସାହଙ୍କୁ ପଅୁ ମନୋଜ ସାହୁ( ୨୯) ଏବଂ କୃଷ୍ଣପ୍ରସାଦ
ଶବର ସାହିର ବୁଲା ଦେହୁରୀଙ୍କ ପୁଅ ବିନୋଦ ଦେହୁରୀ(୩୮) ଜଙ୍ଗଲରେ ପ୍ରବେଶ କରି ଶିକାର କରିବାକୁ
ଉଦ୍ୟମ କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଚଢାଉ କରି ଉଭୟଙ୍କୁ ଗିରଫ କରିବା ସହତି ଗୋଟିଏ ଦେଶୀ ବନ୍ଧକୁ ଏବଂ ସ୍ପଟ ଲାଇଟ ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

new life
You might also like
error: Content is protected !!