ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ମାନିଆନାଳୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ମାନିଆନାଳୀ ଗ୍ରାମ ର ରବି ରାରତ (୫୦)।
ସୂଚନା ଅନୁଯାୟୀ , ଗ୍ରାମ ନିକଟରେ ଶୁଉଚ ସମୟ ରେ ହାତୀ ଆକ୍ରମଶ ଶିକାର ହୋଇଥିଲେ ରବି , ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।
