News
lipub
samparksetu

ଭିଜିଲାନ୍ସ ସ୍କାନର ରେ ହିନ୍ଦୋଳ ଏସଡିପିଓ, ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ

ଭିଜିଲାନ୍ସ ସ୍କାନର ରେ ଖାକି ବାବୁ, ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକଙ୍କୁ ଧରିଲା ଭିଜିଲାନ୍ସ ବିଭାଗ ।

ସୂଚନା ଅନୁଯାୟୀ ହିନ୍ଦୋଳ ଅଞ୍ଚଳର ଜଣେ ପଥର ଖଣି ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏସଡିପିଓ, ତେବେ ଆଜି କାରନ୍ଦା ଛକ ନିକଟ ରେ ଲାଞ୍ଚ କାରବାର ସମୟରେ ତାଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ତେବେ ପଥର ଟ୍ରାନ୍ସପୋର୍ଟ ପାଇଁ ଏହି ଲାଞ୍ଚ ମଗାଯାଇଥିବାର ଜଣାଯାଇଛି ।

new life
You might also like
error: Content is protected !!