News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଅପଡେଟ୍ ର ଖବର ପ୍ରସାରଣ ପ୍ରଭାବ ମୁରଲୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା

ସଦର ବ୍ଲକ କାଇମାଟି ଗ୍ରାମର ମୁରଲୀ ନାଏକ, ବୟସ ୬୬ ବର୍ଷ ହେଲେ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ l କେତେ ଥର ଭତ୍ତା ଫର୍ମ ପୂରଣ କରି ଦେଇଛନ୍ତି ହେଲେ କିଛି ଲାଭ ହୋଇନଥିଲା । ଏ ଭିତରେ ଜଣେ ସରପଞ୍ଚ କାର୍ଯ୍ୟକାଳ ଶେଷ ହୋଇ ଆଉ ଜଣେ ଦାୟିତ୍ଵ ନେଲେଣି । ସମସ୍ତେ କେବଳ ଆଶ୍ୱାସନା ଦେଇଛନ୍ତି ହେଲେ କେହି କାମ କରି ନାହାଁନ୍ତି।

ଏନେଇ ଢେଙ୍କାନାଳ ଅପଡେଟ୍ ରେ ୮ ଜୁନ୍ ୨୦୨୦ ରେ ଖବର ପ୍ରସାରଣ କରାଯାଇ କର୍ତ୍ତୃପକ୍ଷଙ୍କୁ ଦ୍ରୁଷ୍ଟିଗୋଚର କରାଯାଇଥିଲା । ୩୦ ଜୁନ୍ ୨୦୨୦ ରେ ମୁରଲୀଙ୍କ ଭତ୍ତାକୁ ଅନୁମୋଦନ ମିଳିଛି ବୋଲି ଓଡିଶା ସରକାରଙ୍କ ଏସଏସଇଡି ପକ୍ଷରୁ ସୂଚନା ଦିଆଯାଇଛି ।

new life
You might also like
error: Content is protected !!