News
lipub
samparksetu

ଖବର ପ୍ରସାରଣ ପରେ ମରାମତି ହେଲା ରାସ୍ତା

ଓଡ଼।ପଡ଼ା ବ୍ଳକ୍ ଗୁଡ଼ିଆକାଟେଣି ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତା ପତଳା ନିକଟରେ ରେଙ୍ଗାଳି କେନାଲ ବ୍ରିଜ ରାସ୍ତା ୫ଫୁଟ ଦବିବାର ଘଟଣା ଗତ ୨୪ ଅଗଷ୍ଟ ରେ ଆମେ ପ୍ରସାରଣ କରିଥିଲୁ । ତେବେ ବର୍ଷା ପାଣି ଫାଙ୍କରେ ପଶି ବାଲି ଧୋଇ ହୋଇଯିବାରୁ ରାସ୍ତା ଦବିଯାଇଥିବା କୁହାଯାଉଛି । ତେବେ ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ରାସ୍ତା ର ମରାମତି ହୋଇଛି ।

ପୂର୍ବରୁ ପ୍ରସାରିତ ଖବର

ସୂଚନାଯୋଗ୍ୟ କି , ନିମ୍ନ ମାନର ରାସ୍ତା ସଙ୍ଗୁକୁ କେବଳ ବାଲି ଫିଲିଙ୍ଗ୍ କରାଯିବାରୁ ଏହି ଅବସ୍ଥା ହୋଇଥିଲା ବୋଲି ସାଧାରଣରେ ଚର୍ଚ୍ଚ ହେଉଛି ।

new life
You might also like
error: Content is protected !!