ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମରେ ଛୁରା ମାଡ଼ । ସେହିଗ୍ରାମର ଗ୍ରାମର ବିରିପୁଟ ସାହିର ସହଦେବ ନାଏକ ଗୁରୁତ୍ତର । ସଙ୍କଟାପନ୍ନ ଅବସ୍ଥାରେ ସହଦେବଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ପରେପରେ ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ଏହି ଛୁରମାଡ଼ ଘଟିଥିବାର ଅନୁମାନ କରାଯାଉଥିବା ବେଳେ । ଛୁରମାଡ଼ ପରେ ଅଭିଯୁକ୍ତ ଜଣଙ୍କ ଫେରାର ଥିବାର ଜଣାପଡିଛି ।
