ରାସୋଳ ଥାନା ଅନ୍ତର୍ଗତ ରାସୋଳ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ବୋଲେରୋ, ବାଇକ୍ ଚାଳକ ଗୁରୁତ୍ତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି ।
ଦୁର୍ଘଟଣା ଘଟାଇ ବୋଲେରୋ ଘଟଣା ସ୍ଥଳରୁ ଫେରାର ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ସୂଚନା । ବାଇକ୍ ଚାଳକ ଜଣଙ୍କ ରାସୋଳ ବଡ଼ପାଟଣା ଗ୍ରାମର ବିଦେଶୀ ନାୟକ । ବିଦେଶୀ ଘରକୁ ଫେରୁଥିବା ବେଳେ ବୋଲେରୋ ଧକ୍କା ଦେଇଥିବା ସୁଚନା ।
