News
WhatsApp Image 2023-10-04 at 17.25.00
samparksetu

ଧର୍ମପରାୟଣ ମହିଳାଙ୍କ ପରଲୋକ

ଢେଙ୍କାନାଳ ସହର ୧୭ ନମ୍ବର ୱାର୍ଡ ଜୟ ଗୋପାଳ ସାହି ନିବାସୀ
ସରସ୍ୱତୀ ସାହୁଙ୍କ (୮୪) ବର୍ଷ ବୟସରେ ପରଲୋକ ଘଟିଛି । ସରସ୍ୱତୀ ଜଣେ ଧର୍ମପରାୟଣ , ବନ୍ଧୁବତ୍ସଳ ଓ ପରୋପକାରୀ ମହିଳା ଥିଲେ । ସିମିଳିଆ ସ୍ଥିତ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ଓ ପୁତ୍ରବଧୁ, ଝିଅ ଜ୍ବାଇଁ, ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଜୟଗୋପାଳ ସାହି ବାସୀନ୍ଦା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

new life
You might also like
error: Content is protected !!