News
WhatsApp Image 2023-10-04 at 17.25.00
samparksetu

ଶ୍ରୀ ଗଣେଶ

ଅଗ୍ରପୂଜ୍ୟ ଅଗ୍ରଗଣ୍ୟ
ଗଜାନନ ଲମ୍ବୋଦର
ଅଖୁରଥ ଅଭନିଶ୍
ଏକଦନ୍ତ ଏକାକ୍ଷର  ।

ସିଦ୍ଧିଦାତା ହସ୍ଵଗ୍ରୀବ
ଗଣାଧକ୍ଷ ମହାବୀର
ବିଘ୍ନହର୍ତ୍ତ। ବିଶ୍ଵନେତ୍ର
ମହେଶାୟ ସର୍ବେଶ୍ଵର  ।

ସୁଖନିଧି  ସୁପ୍ରଦୀପ
ବିନାୟକ  ବିଘ୍ନରାଜ
ମହାବଳା ମହାକାଳ
ଭାଲଚନ୍ଦ୍ର ସୁରଗ୍ରଜ  ।

ଧୁମ୍ରବର୍ଣ୍ଣ  ମନୋମୟ
ଗୌରୀସୂତ ରୁଦ୍ରପ୍ରିୟ
ବକ୍ରତୁଣ୍ଡ  ଗଜକର୍ଣ୍ଣ
ବାକ୍ -ପତି ବିଷ୍ଣୁ -ପ୍ରିୟ  ।

ପ୍ରମୁଖ ସୁମୁଖ ବଳା
ଶ୍ରୀପତି ଶାଶ୍ଵତ ଶ୍ୱେତ
ପ୍ରମୋଦ ପୁରୁଷ ଦୁର୍ଜ୍ୟ
କବିଶ କପିଳ ରକ୍ତ  ।

ସ୍ୱରୂପ ଭୂପତି ଭୀମ
ଓଁ କାର ତରୁଣ କୀର୍ତ୍ତି
ଅମିତ ଗୁଣିନ କ୍ଷୀପ୍ର
କୃପାଳୁ ମଙ୍ଗଳମୂର୍ତ୍ତି  ।

ଅଭିଜ୍ଞ ଉଦଣ୍ଡ ପ୍ରଜ୍ଞା
ସର୍ବାୟ ଵିଦ୍ୟାବାରିଧି
ନନ୍ଦନ ଧାର୍ମିକ ମନ୍ୟ
ପ୍ରଥମ ଭୁବନପତି  ।

  ✍️ ଡ. ସୌମ୍ୟେନ୍ଦ୍ର ମିଶ୍ର

new life
You might also like
error: Content is protected !!