“ବିନା କିଛି ପାଇବା ଆଶାରେ ପୃଥିବୀ ସମସ୍ତ ମଣିଷଙ୍କ ଚାହିଦା ପୂରଣ କରିଛି, ହେଲେ ମଧ୍ୟ ଅସନ୍ତୁଷ୍ଟ ମନୁଷ୍ୟ। ଗଛ କାଟିବା ବନ୍ଦ୍ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ସମସ୍ତେ ପ୍ରକୃତିର ରକ୍ଷା କରିବା ଦରକାର।”
ଆଜି ପୃଥିବୀ ଦିବସ ଉପଲକ୍ଷେ ଏକ ଖବର ଢେଙ୍କାନାଳ ଅପଡେଟରେ ପ୍ରସାରିତ ହୋଇଥିବା ବେଳେ ଏହା ଜାତୀୟ ଗଣମାଧ୍ୟମର ଉପଦେଷ୍ଟା ଅମର ପ୍ରସାଦ ରେଡ଼ିଙ୍କ ମନ ଜିଣିଥିଲା।ତେବେ ପ୍ରସାରିତ ଖବରକୁ ନେଇ ନିଜର ଏଭଳି ପ୍ରକୃତି ପ୍ରେମୀ ବାର୍ତ୍ତା ଆମ ମାଧ୍ୟମରେ ଜଣାଇଛନ୍ତି।
