News
WhatsApp Image 2023-10-04 at 17.25.00
samparksetu
Browsing Tag

#dhenkanal

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ମହିମା ଧର୍ମ ଓଡ଼ିଶାରେ ସୃଷ୍ଟି ହୋଇଥିବା ଧର୍ମ , ଯାହା ପରିବ୍ୟାପ୍ତ ହୋଇଛି ଦେଶ ଓ ବିଦେଶରେ । ଯୋଗେଶ୍ୱର ମହିମାସ୍ୱାମୀ ଏହି ଧର୍ମର ପ୍ରାଣ ପ୍ରତିଷ୍ଠାତା । ସେ ଅଲେଖ , ଅବ୍ୟକ୍ତ ଏବଂ ନିରାକାର । ତାଙ୍କର କୌଣସି ଆଜର ନାହିଁ । ତେଣୁ ତାଙ୍କୁ ଶୁନ୍ୟ ବ୍ରହ୍ମ ଭାବରେ ଉପାସନା

ବ୍ରାହ୍ମଣୀ ନଦୀରେ ଯୁବକଙ୍କ ନିଖୋଜ ଘଟଣା, ୨ ଦିନ ପରେ ମୃତଦେହ ଉଦ୍ଧାର

ଗାଧୋଇବାକୁ ଯାଇ ନଦୀରେ ବୁଡି ଯାଇଥିବା ନିଖୋଜ ଆମ୍ବୁଜ ଙ୍କ ମିଳିଲା ମୃତ ଦେହ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଡିସେମ୍ବର ୧୪ ରେ ସ୍ଥାନୀୟ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ନଦୀରେ ଗାଧୋଉଥିବାବେଳେ ଅସାବଧାନତା ବଶତଃ ନଦୀରେ ଭାସି ଯାଇଥିଲେ

ବସଷ୍ଟାଣ୍ଡ ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ

କରୋନା କାୟାରେ ସବୁଆଡେ ହାହାକାର ଥିବା ବେଳେ ଧୀରେଧୀରେ ସୁଧାର ଆସୁଛି ପରିସ୍ଥିତିରେ । ଅନଲକ ଆରମ୍ଭ ହୋଇଛି ଚଳପ୍ରଚଳ ଆରମ୍ଭ ହୋଇଛି, ସ୍ୱାଭାବିକ ହେବାରେ ଲାଗିଛି ଧନଜୀବନ । ତେବେ ସହର ମଧ୍ୟସ୍ତିତ ଢେଙ୍କାନାଳ ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର

ସୋସିଆଲ ମିଡ଼ିଆ ପିଟିସନ୍ ଏବଂ ଖବର ପ୍ରସାରଣର ପ୍ରଭାବ, ସମ୍ପ୍ରସାରଣ ହେଲା ବଜାର ଖୋଲିବା ସମୟ

ବେପାରୀଙ୍କ ପେଟପାଟଣା ପାଇଁ ରାଜ୍ୟର ଅନ୍ୟ ଜିଲ୍ଲା ଭଳି ଢେଙ୍କାନାଳ ଜିଲ୍ଲାରେ ସଂନ୍ଧ୍ୟା ୭ ପର୍ଯ୍ୟନ୍ତ ବଜାର ଖୋଲିବାକୁ ସାଧାରଣ ରେ ଦାବିହୋଇଥିବା ବେଳେ । ଢେଙ୍କାନାଳର ଯୁବ ସମାଜସେବୀ ସମ୍ବିତ ନନ୍ଦ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଏକ ଅନଲାଇନ ପିଟିସନ ଆରମ୍ଭ କରି ଏ ହି ପିଟିସନ କୁ ସାଇନ

ସମ୍ପର୍କ ସେତୁ: ରକ୍ତ ଆଦାନ ପ୍ରଦାନର ମାଧ୍ୟମ

ରକ୍ତ ଦାନ ଜୀବନ ଦାନ! ଅନେକ ସମୟରେ ଜରୁରୀକାଳୀନ ସ୍ଥିତିରେ ରକ୍ତ ନ ପାଇ ଜୀବନ ଚାଲି ଯାଉଥିବା ନଜାର ଅସଂଖ୍ୟ ଦେଖିବାକୁ ମିଳେ। ଦେଶ କ'ଣ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ରୋଗୀଟିଏ   ଆବଶ୍ୟକ ଶ୍ରେଣୀ (ଗ୍ରୁପ) ର  ରକ୍ତ ଯୋଗାଯୋଗ ଅଭାବରୁ ପାଇ ନପାରି ମୃତ୍ୟୁ ବରଣ କରିଥାଏ। ତେବେ ରକ୍ତଦାନ

ରକ୍ତଦାନ ପାଇଁ ଆହ୍ବାନ କଲେ ଯୁବକର୍ମୀ- ଅଶୋକ ପଣ୍ଡା

ସାରା ଦେଶରେ କାୟା ବିସ୍ତାର କରୁଛି କରୋନା, ସକ୍ରିୟ ଅଛନ୍ତି ଡାକ୍ତରୀ ଟିମ୍। କେଉଁଠି ଚାଲିଛି ରକ୍ତ ନମୁନା ପରୀକ୍ଷା ତ କେଉଁଠି ଚାଲିଛି ଆଇସଲେସନ ବ୍ୟକ୍ତିଙ୍କ ଚିକିତ୍ସା। ଏହି ସମୟରେ ବିଭିନ୍ନ ସ୍ଥାନରେ ରକ୍ତ ର ଆବଶ୍ୟକତା ବହୁମାତ୍ରାରେ ଦେଖା ଦେଇଥାଏ ତେବେ ଏହି ଅସୁବିଧା କୁ ଦୂର
error: Content is protected !!