News
lipub
samparksetu
Browsing Tag

#dhenkanal #dhenkanalupdate

କଣ୍ଟ୍ରୋଲ ଡିଲର ଉଛେଦ କୁ ନେଇ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ କୌଣସି କାରଣ ନଥାଇ ରାଜନୈତିକ ଉଦ୍ଦେଶ୍ୟ ପାଇଁ ମହିଳା ଏସଏସଜି ଗ୍ରୁପ ରୁ କଣ୍ଟ୍ରୋଲ ଡିଲର ସାମଗ୍ରୀ ଯୋଗାଣ ବାତିଲ କରାଯାଇ ଗ୍ରାମଠାରୁ ଦୂର ହାତୀପ୍ରବଣ ଅଞ୍ଚଳରେ ଦିଆ ଯିବାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ

ଯୋରନ୍ଦା ମେଳା ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ପୂର୍ବାହ୍ନରେ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହଠାରେ ଜିଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱିତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି

ଗାଁ କୁ ଆସୁନାହାଁନ୍ତି ଗ୍ରାମ ସେବକ , ଚାଷୀ ହନ୍ତସନ୍ତ

ଢେଙ୍କାନାଳ ସଦର ବ୍ଲକର ଗ୍ରାମ ସେବକମାନେ ଗାଁ ପରିଭ୍ରମଣରେ ଆସୁନାହାଁନ୍ତି l ଫଳରେ କୃଷିଯାତ ବିହନ, ସାର ଓ ବିଶୋଧନ ବିଷୟରେ ଜାଣିପାରୁନାହାନ୍ତି l ଚାଷୀ ହନ୍ତସନ୍ତ ହୋଇ ଗ୍ରାମ ସେବକଙ୍କୁ ଫୋନ କଲେ କଥା ହେଉନାହାନ୍ତି କି ଗାଁ କୁ ମଧ୍ୟ ଆସୁନାହାନ୍ତି l ସଦର ବ୍ଲକ ଶୁଆଖାଇ କାଟେଣୀର କବିରାଜ

ସଠିକ୍ ତଦନ୍ତ ଦାବିରେ ୫ଘଣ୍ଟା ଥାନା ଘେରାଉ

ଭୁବନ ବିଦ୍ୟୁତ୍ କାର୍ଯ୍ୟାଳୟରୁ ୧୩ ତାରିଖରେ ଏକ ଲକ୍ଷ ଟଙ୍କାର ତମ୍ବା କଏଲ୍ ଚୋରୀ ନେଇ ଥାନାରେ ଏତଲା ଦେଇଥିଲେ ଯନ୍ତ୍ରୀ ନଳିନୀ ଶଙ୍କର ରଥ। ରାତ୍ରି ଡ୍ୟୁଟି କରୁଥିବା୪ ଜଣଙ୍କୁ ଥାନାରେ ଗୁରୁବାର ମଧ୍ୟାହ୍ନରୁ ଅଟକ ରଖି ପଚରାଉଚରା ଜାରି ରହିଥିଲା । ଗୁରୁବାର ରାତି ଭୂବନ ବିଜ୍ଞାପିତ ଅଞ୍ଚଳ

ଧୂଳି ରେ ହନ୍ତସନ୍ତ ଗୁଣଦେଇ ବସଷ୍ଟାଣ୍ଡ ଅଞ୍ଚଳବାସୀ

ଓଡ଼ାପଡ଼ା ବ୍ଲକ ଗୁଣଦେଇ ବସଷ୍ଟାଣ୍ଡ ଠାରୁ ସୋରତ ପର୍ଯ୍ୟନ୍ତ ଯାଇଥିବା ମାଟି ରାସ୍ତା ରେ ନିତିଦିନ ଶତାଧିକ ଥର ଯିବା ଆସିବା କରୁଛି ହାଇୱା ।ଉକ୍ତ ଗାଡ଼ି ଗୁଡ଼ିକ ନିକଟବର୍ତ୍ତୀ କ୍ରସର ଗୁଡିକରୁ ମାଲ ପରିବହନ କରିବା ପାଇଁ ଏହି ମାଟି ରାସ୍ତା ଏକ ମାତ୍ର ମାଧ୍ୟମ ହୋଇଥିବାରୁ ପ୍ରତିଦିନ ପାଣି

ବାଇକ ଦୁର୍ଘଟଣାରେ ପୋଲିସ କର୍ମଚାରୀ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଗତକାଲି ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ବlରସିଙ୍ଗା ଗ୍ରାମରେ ପିଲାଦିନୁ ଅଜା ସର୍ବେଶ୍ୱରଙ୍କ ଘରେ ନାତି ତଥା ଶ୍ରୀକାନ୍ତ

ଭିତ୍ତିଭୂମି ଥାଇ ମଧ୍ୟ ପୂର୍ଣ୍ଣ ମାନ୍ୟତା ହାସଲ ହୋଇପାରୁନାହିଁ କପିଳାସ ଚିଡିଆଖାନା

ରାଜ୍ୟର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ କପିଳାସ ମିନି ଚିଡିଆଖାନା ରାଜ୍ୟର ଦ୍ୱିତୀୟ ଚିଡିଆଖାନା ବା କପିଳାସ ମୃଗ ବିହାର ଭାବରେ ବେଶ ପରିଚିତ। କପିଳାସ ଚିଡିଆଖାନା ୪୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସରକାରଙ୍କ ଉଦାସିନତା ଯୋଗୁ ଏହା ପୂର୍ଣ୍ଣ ଚିଡିଆଖାନାର ମାନ୍ୟତା ପାଇବାରୁ ବଞ୍ଚିତ

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଥିବା ଯୋଗୁଁ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଦିନ ଦ୍ଵି ପ୍ରହରରେ ଜଂଗଲୀ ହାତୀ ଗାଁ ଦାଣ୍ଡରେ ବୁଲିଲେଣି ଫଳରେ ଘରୁ ଗୋଡ଼ କାଢିବା ମାତ୍ରେ ନିଶ୍ଚିତ ବିପଦକୁ ଏଡ଼ାଇ ଦିଆଯାଇ ନପାରେ

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ

ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀୟ କୀର୍ତ୍ତିରାଜି ତଥା ରାଜ୍ୟର ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଶୈବପୀଠ ଦ୍ୱିତୀୟ କୈଳାସ ଭାବେ ନୈସର୍ରିକ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ କପିଳାସ ପୀଠର ଶ୍ରୀ ଚନ୍ଦ୍ରଶେଖର ଜୀଉ ୮୦୦ବର୍ଷର ପ୍ରାଚୀନ କୀର୍ତ୍ତିରୂପେ ଦଣ୍ଡାୟ ମାନ l ଏହି ଐତିହ୍ୟ ପୂର୍ଣ୍ଣ

ବୁଦ୍ଧେଶ୍ୱର ପୀଠର ଉନ୍ନତି ପାଇଁ ବୈଠକ

ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶୈବପୀଠ ବୁଦ୍ଧେଶ୍ୱର କ୍ଷେତ୍ରର ନୂତନ ପରିଚାଳନା କମିଟି ଗଠନ କରାଯିବା ପରେ ଗ୍ରାମ ରେ ମୂରବୀ ମାନଙ୍କୁ ନେଇ ମନ୍ଦିର ପରିସରରେ ଏକ ବୈଠକ ସୋମବାର ଅନୁଷ୍ଠିତହୋଇଯାଇଛି। ସଭାପତି ପୂର୍ବତନ ନଗରପାଳ ନରହରି ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି
error: Content is protected !!