News
WhatsApp Image 2023-10-04 at 17.25.00
samparksetu
Browsing Tag

#dhenkanalupdate

ରୁଙ୍ଗଟା କାରଖାନାରେ ଅଘଟଣ

ଢେଙ୍କାନାଳ ଜିଲ୍ଲା ଝାଡବନ୍ଧ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ କାରଖାନାରେ ଗତକାଲି ସକାଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଗୋଟିଏ କ୍ରେନ୍ ଜଳି ଯାଇଥିବା ସୂଚନା । କାରଖାନାର ଏସ.ଏମ.ଏସ.- 1ସିରେ ବିସ୍ଫୋରଣ ହୋଇଥିବାର ସୂଚନା ରହିଥିବା ବେଳେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି

ଶଙ୍ଖ ଭଵନରେ ଢେଙ୍କାନାଳ ବିଜେଡିର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନବୀନ

ଦଳକୁ ପୁଣି ଥରେ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ । ନିୟମିତ ବିଭିନ୍ନ ଜିଲ୍ଲାର ନେତା, କର୍ମକର୍ତ୍ତାଙ୍କ ସହ ବୈଠକ କରି ମନୋବଳ ବଢ଼ାଇବା ସହ ନିରାଶ କର୍ମୀଙ୍କ ଭିତରେ ଉତ୍ସାହ ଭରୁଛନ୍ତି । ଗୁରୁମନ୍ତ୍ର ଦେଇ କହୁଛନ୍ତି, ଲୋକଙ୍କ ପାଇଁ କାମ

ସିଓଆର ନଥାଇ ଚାଲିଛି ଘରୋଇ ବିଦ୍ୟାଳୟ , ସରକାରୀ ବିଦ୍ୟାଳୟ ପଡୁଛି ଖାଲି

ଢେଙ୍କାନାଳ ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନଥିବାରୁ ସ୍କୁଲ ଖାଲି ପଡୁଛି , ନଚେତ ସରକାର ଛାତ୍ରଛାତ୍ରୀ ନଥିବାରୁ ନିକଟସ୍ଥ ସ୍କୁଲରେ ମିଶ୍ରଣ କରୁଛନ୍ତି । ସରକାରଙ୍କ ବିନା ଅନୁମତିରେ ଶହ ଶହବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଜିଲ୍ଲା

ବୀରଭୂମି ସାହିତ୍ୟ ସଂସଦ ସମାବେଶ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଡିହଡୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିରଭୂମି ସାହିତ୍ୟ ସଂସଦର ର କବିତା ପାଠ ଉତ୍ସବ ଓ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ମଧୁବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ

ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଅବସ୍ଥାପିତ ତଥା ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କ ଅବସର ଗ୍ରହଣ

ତା.୨.୦୩.୨୦୨୨ରିଖ(ବୁଧବାର) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ବାଳ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (କନିଷ୍ଠ) ଙ୍କର ମାର୍ଗଦର୍ଶନରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ଣ ୪ ଘଟିକା ସମୟରେ

ଅବକାରୀ ବିଭାଗର ବଡ଼ ସଫଳତା ; ମଦ ବୋଝେଇ କଣ୍ଟେନର, ଜବତ ୩ ଗିରଫ ସୂଚନା

ଆସମରୁ ଓଡ଼ିଶା ର ଝାରସୁଗୁଡା ଜିଲ୍ଲା କୁ ଆସୁଥିଲା ଏକ କଣ୍ଟେନର ଯେଉଁଥିରେ ଥିଲା ଶହ ଶହ କାଟୁନ ଚୋରା ମଦ । ହେଲେ ଜାଣିନଥିଲେ ବାଟରେ ଜଗିଥିଲେ ଅବକାରୀ ଅଧିକାରୀ । ଜବତ ହେଲା କଣ୍ଟେନର ଗିରଫ ହେଲେ ୩ ଜଣ । ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଯାଉଥିବା ବେଳେ ହିନ୍ଦୋଳ ଅଞ୍ଚଳରୁ

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ମହିମା ଧର୍ମ ଓଡ଼ିଶାରେ ସୃଷ୍ଟି ହୋଇଥିବା ଧର୍ମ , ଯାହା ପରିବ୍ୟାପ୍ତ ହୋଇଛି ଦେଶ ଓ ବିଦେଶରେ । ଯୋଗେଶ୍ୱର ମହିମାସ୍ୱାମୀ ଏହି ଧର୍ମର ପ୍ରାଣ ପ୍ରତିଷ୍ଠାତା । ସେ ଅଲେଖ , ଅବ୍ୟକ୍ତ ଏବଂ ନିରାକାର । ତାଙ୍କର କୌଣସି ଆଜର ନାହିଁ । ତେଣୁ ତାଙ୍କୁ ଶୁନ୍ୟ ବ୍ରହ୍ମ ଭାବରେ ଉପାସନା
error: Content is protected !!