News
WhatsApp Image 2023-10-04 at 17.25.00
samparksetu
Browsing Tag

Impactofdhenkanalupdate

ବିଦ୍ୟୁତ ଗ୍ରିଡ଼ କର୍ମଚାରୀଙ୍କ ଠାରୁ ସୁନା ଓ ବିଦ୍ୟୁତ୍ ସାମଗ୍ରୀ ଲୁଟ୍

ସ୍ଥାନୀୟ କଲେଜ ବାଇପାସ୍ ଠାରେ ଥିବା ବିଦ୍ୟୁତ୍ ଗ୍ରିଡ୍‌ ର କର୍ମଚାରୀ ଙ୍କୁ କେତେକ ଅଜଣା ଦୁର୍ବୃତ୍ତ ବାନ୍ଧି ତାଙ୍କଠାରୁ ସୁନା ମୁଦି ସହ ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଥିବା ର ଜଣା ପଡ଼ିଛି । ଶନିବାର ବିଳମ୍ବିତ ରାତ୍ରୀ ରେ କେତକ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି କଲେଜ ଛକ

ଖବର ପ୍ରସାରଣ ର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହେଲା ଅଚଳ ସୋଲାର ପମ୍ପ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ କାଇଁସିରି ଗ୍ରାମରେ ସୋଲାର ପାନୀୟ ଜଳ ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିଥିଲା ଯାହା ଫଳରେ ଗ୍ରାମବାସୀ ମାନେ ପାନୀୟ ଜଳପାଇଁ ଅସୁଵିଧାର ସମ୍ମୁଖୀନ ହେଉଥିଲେ । କାଇଁସିରି ଗ୍ରାମରେ ବଜରଙ୍ଗୀ ଯୁବ ସଙ୍ଗଠନ ସଦସ୍ୟ ମାନଙ୍କ ଅଭିଯୋଗ ଅନୁସାରେ କ୍ଲବ ନିକଟରେ

ଧୂଳିଧୂଆଁ ରେ ଅତିଷ୍ଠ ଢେଙ୍କାନାଳ ବାସୀ , ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ , ରାତି ଅଧିଆ ପଡିଲା ପାଣି ; ନିର୍ମାଣ…

ଢେଙ୍କାନାଳ ସହରକୁ ଯାତାୟାତ ପାଇଁ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ମୁଖ୍ୟରାସ୍ତା ପ୍ରଶସ୍ତିକରଣ କରାଯାଉଥିବା ବେଳେ । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି କଲେଜ ବାଇପାସ ପର୍ଯ୍ୟନ୍ତ କେତେବେଳେ ରାସ୍ତା ଖୋଳା ପଡିଛି ତ କେତେବଳେ ଧୂଳି ଉଡୁଛି । ପୂର୍ତ୍ତ ବିଭାଗ ଏବଂ ଠିକାଦାର ଙ୍କ

ଫେବୃୟାରୀ ୮ ରୁ କାମାକ୍ଷାନଗର ମହୋତ୍ସବ

ଆଜି ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ କାମାକ୍ଷାନଗର ରେ ଆସନ୍ତା ଫେବୃୟାରୀ ୮ ରେ ହେବାକୁ ଥିବା କାମାକ୍ଷାନଗର ମହୋତ୍ସବ ପାଇଁ ବ୍ଲକ୍ ସଭା ଗୃହ ଠାରେ ମାନ୍ୟବର ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟଙ୍କ ଅଧ୍ୟକ୍ଷତା ରେ ଏକ

କମଳାଙ୍ଗରେ ହାତୀଙ୍କ ବ୍ୟାପକ କ୍ଷୟକ୍ଷତି ; ତାର ବାଡ ଭାଙ୍ଗି ୧୫୦ ନଡିଆ ଗଛ ନଷ୍ଟ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମରେ ମଙ୍ଗଳବାର ରାତିରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାର ଜଣାପଡିଛି । ହାତୀ ପଲ ତାର ବାଡ ଭାଙ୍ଗି ୧୫୦ ନଡିଆ ଗଛ ନଷ୍ଟ କରିବା ସହିତ ଲକ୍ଷଲକ୍ଷ ଟଙ୍କାର ଫସଲ ମଧ୍ୟ ନଷ୍ଟ କରିଥିବାର ଅଭିଯୋଗ ହୋଇଛି । କମଳାଙ୍ଗ

ଶରୀର

ଦୁଇ ଶହ ଛଅ ହାଡର ସମୂହଏହି ମାନବ ଶରୀରରକ୍ତ ମାଂସ ଶିରା ଧମନୀରେ ପରାଜୀବନ ହସେ ଆମର lବିଚିତ୍ର ଏ ସୃଷ୍ଟି ଧନ୍ୟ ସେହି ସ୍ରଷ୍ଟାରଚିଛି ସଂସାର ତାରରହେ ନାହିଁ କେହି ଚିର ଦିନ ପାଇଁମରି ଯାଏ ଏ ଶରୀର l ଆଖି କାନ ମୁଣ୍ଡ ନାସା ପେଟ ତୁଣ୍ଡଗୋଡ଼ ହାତ ସବୁ ରହିକି ସୁନ୍ଦର ଦିଶେ ମଣିଷର

ସ୍ମୃତିରେ ଅକ୍ଷୟ

ଅକ୍ଟୋବର ମାସ, ବାର ତାରିଖରେ,ହୋଇଥିଲ ତୁମ୍ଭେ ଜାତ,ବିଚିତ୍ରାନନ୍ଦ ଓ,ସୁବର୍ଣା ମଞ୍ଜରୀ,ଥିଲେ ତୁମ ତାତ,ମାତ।ଦିନ ଥିଲା ତୁମେ, ସାରା ରାଜ୍ୟ ଟାକୁ,ହୁଲୁସ୍ତୁଲୁ କରୁଥିଲ,ସଙ୍ଗୀତ ଜଗତେ, ମୁକୁଟ ବିହୀନ,ସମ୍ରାଟ ତ ତୁମ୍ଭେ ଥିଲ। ହେ ଫଗୁଣ ତୁମେ, ଗଲା ପରେ ପରେ,ଅନେକ ଯାତନା ଏଠି,ଖୋକା ଭାଇ

ବେରେଣୀ ଗ୍ରାମ ରେ ବଧୂହତ୍ୟା ଅଭିଯୋଗ !

କଙ୍କଡାହାଡ ଥାନା ଖତେଇ ବେରେଣୀ ଗ୍ରାମ ରେ ବଧୂହତ୍ୟା ଅଭିଯୋଗ l ସୂଚନା ଅନୁସାରେ ୭ ବର୍ଷ ତଳେ ଗଁଦିଆ ଥାନା ମଠ ତେନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ଅରାଚୁଆ ଗ୍ରାମ ର ସୀମାରାଣୀ ସାହୁ ଖତେଇବେରେଣୀ ଗ୍ରାମ ର ବିନୟ ସାହୁ ଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ l ବାହାଘର ର ଦୁଇବର୍ଷ

ଜିଲ୍ଲା ଉନ୍ନୟନ ମୂଳକ ବୈଠକ, ଋଣ ପ୍ରଦାନରେ ବ୍ୟାଙ୍କ ର ଅସହଯୋଗ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲାପାଳଙ୍କ ଓସୱାନ ସଭାଗୃହରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଏବଂ କୋଭିଡ୍‌ ପରିଚାଳନା ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବାରୁ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ

ସାଢେ ଆଠ ପରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ପହଁଚିବା ଘଟଣା, ଖବର ପ୍ରସାରଣ ପରେ  ଶିକ୍ଷା ବିଭାଗ ଅଧିକାରୀ ଙ୍କ…

ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ସାଢେ ଆଠ ପରେ ପହଞ୍ଚୁଛନ୍ତି ତେବେ ଏନେଇ ଢେଙ୍କାନାଳ ଅପଡେଟ ରେ କିଛିଦିନ ତଳେ ଖବର ପ୍ରସାରଣ ହୋଇଥିଲା ।ଖବର
error: Content is protected !!