News
lipub
samparksetu
Browsing Tag

Samparksetu

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ମର୍ମନ୍ତୁତ କାର ଦୁର୍ଘଟଣାରେ କାର ଚାଳକ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୩ଟା ସମୟରେ ହିନ୍ଦୋଳ ଏନଏସି ୱାର୍ଡ ନଂ -୧୪ ଚରଣପୁର ବାସିନ୍ଦା ସ୍ବର୍ଗତ ଜମେଶ୍ୱର ସାହୁଙ୍କ ପୁଅ ମାନସ ରଞ୍ଜନ ସାହୁ(୩୩) ନିଜ କାର ଚଳାଇ

ରକ୍ତଦାତାଙ୍କ ମହାନତା ସମ୍ପର୍କ ସେତୁର ସଫଳତା, ମୋବାଇଲ ରେ ଯୋଗାଯୋଗ କରି ରକ୍ତ ପାଇଲେ ଗର୍ଭବତୀ ମହିଳା

ହାତପାହାନ୍ତାରେ ରକ୍ତଦାତା ପୁଣି ଅଵଶ୍ୟକୀୟ ଅଞ୍ଚଳ ଏବଂ ଆବଶ୍ୟକ ମୁତାବକ ବ୍ଲଡ଼ ଗ୍ରୁପ । ରକ୍ତଅଭାବ ଦୂରୀକରଣ ପାଇଁ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ପାଇଁ ଆମର ଅଭିନବ ପ୍ରୟାସ ଅନଲାଇନ୍ ରକ୍ତସେବା ବା ' ସମ୍ପର୍କ ସେତୁ ' । କିଛିଦିନ ତଳେ ଢେଙ୍କାନାଳ ଅପଡେଟ୍ ର ଏହି ପ୍ରୟାସ ଯୋଗୁଁ

ସମ୍ପର୍କ ସେତୁ: ରକ୍ତ ଆଦାନ ପ୍ରଦାନର ମାଧ୍ୟମ

ରକ୍ତ ଦାନ ଜୀବନ ଦାନ! ଅନେକ ସମୟରେ ଜରୁରୀକାଳୀନ ସ୍ଥିତିରେ ରକ୍ତ ନ ପାଇ ଜୀବନ ଚାଲି ଯାଉଥିବା ନଜାର ଅସଂଖ୍ୟ ଦେଖିବାକୁ ମିଳେ। ଦେଶ କ'ଣ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ରୋଗୀଟିଏ   ଆବଶ୍ୟକ ଶ୍ରେଣୀ (ଗ୍ରୁପ) ର  ରକ୍ତ ଯୋଗାଯୋଗ ଅଭାବରୁ ପାଇ ନପାରି ମୃତ୍ୟୁ ବରଣ କରିଥାଏ। ତେବେ ରକ୍ତଦାନ
error: Content is protected !!