News
WhatsApp Image 2023-10-04 at 17.25.00
samparksetu

କୂଅ ଭିତରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ନଟକଟା ଗ୍ରାମରେ ଅଘଟଣ, କୂଅ ଭିତରୁ ୨ ଶିଶୁଙ୍କ ମୃତଦେହ ଉଦ୍ଧାର ।


ସୂଚନା ଅନୁସାରେ, ଗତକାଲି କମ୍ପାନୀ ପ୍ରଧାନ ନିଜ ଦୁଇ ପୁଅ ରଞ୍ଜିତ ଏବଂ ସଞ୍ଜିତ ପ୍ରଧାନଙ୍କୁ ଘରେ ଛାଡ଼ି ଧାନ କାଟିବାକୁ ଯାଇଥିଲେ ହେଲେ ସନ୍ଧ୍ୟା ରେ ଆସି ଦୁଇଜଣ ଶିଶୁ କେଉଁ ଆଡେ ହଜିଯାଇଥିବା ଗ୍ରାମବାସୀ ଙ୍କୁ ଜଣାଇଥିଲେ । ରାତିସାରା ଗ୍ରାମବାସୀ ଦୁଇ ଶିଶୁଙ୍କୁ ବହୁ ଖୋଜାଖୋଜି କରି ପାଇନଥିଲେ ହେଲେ ଆଜି ସକାଳୁ ନିକଟସ୍ଥ ଏକ କୂଅ ରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ପରେ ଗ୍ରାମରେ ଶୋକର ବାତାବରଣ ଦେଖାଦେଇଥିବା ବେଳେ ଦୁଇ ଶିଶୁଙ୍କ ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

new life
You might also like
error: Content is protected !!