News
lipub
samparksetu

କୃଷକ ମାନଙ୍କ ସମର୍ଥନରେ ଆପ୍ କର୍ମୀଙ୍କ ଉପବାସ

ଢେଙ୍କାନାଳ ଜିଲ୍ଲା ଆପ୍ ଆବାହକ ପଙ୍କଜ ନାୟକ ଙ୍କ ନେତୃତ୍ୱରେ କର୍ମୀ ମାନେ ଏକତ୍ରିତ ହୋଇ ଆଜି ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ପାର୍କ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉପବାସ ରଖିଥିଲେ l

ଏହି ଉପବାସ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧକ୍ଷ ଚକ୍ରଧର ତରାଇ, ନଗର ସଭାପତି ରଘୁନାଥ ପ୍ରସାଦ ମିଶ୍ର, ଛାତ୍ର ନେତା ବିଶ୍ୱଜିତ ବରାଳ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ପର୍ଶୁରାମ ମହାଭୋଇ, ପରଜଙ୍ଗ ବ୍ଲକ ସଂଯୋଜକ ବିଭୁରଞ୍ଜନ ସାହୁ ତଥା ସଦସ୍ୟ ରାଜୀବ କର, ପୀତବାସ ବେହେରା, ଭବାନୀ ଗୋଛାୟତ, ରମେଶ ରାଜ, ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଓ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

new life
You might also like
error: Content is protected !!