News
lipub
samparksetu

ଖବର ପ୍ରସାରଣ ଏବଂ ଦରଖାସ୍ତର ପ୍ରଭାବ, ନିମ୍ନମାନର ଛତୁଆ ଯୋଗାଣର ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଢେଙ୍କାନାଳ ଜିଲ୍ଲା ସଦରବ୍ଲକ୍ ମଙ୍ଗଳପୁର ଅଞ୍ଚଳରେ ଛୋଟଛୁଆଙ୍କୁ ଦିଆଯାଇଥିବା ଛତୁଆ ଅତି ନିମ୍ନମାନର ହୋଇଥିବା ନେଇ ଢେଙ୍କାନାଳ ଜିଲ୍ଲାର ସୁଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ଼ନାୟକଙ୍କ ସୂଚନା କ୍ରମେ ଢେଙ୍କାନାଳ ଅପଡେଟ୍ ଖବର ପ୍ରସାରଣ କରାଯାଇଥିଲା ।
ଶ୍ରୀ ଗଡ଼ନାୟକଙ୍କ ଦରଖାସ୍ତ ଆଧାରରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରାଳୟର ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ପାଢୀ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

new life
You might also like
error: Content is protected !!