News
lipub
samparksetu

ଖବର ପ୍ରକାଶ ପରେ ଉଠିଲା ଷଣ୍ଢର ମୃତ ଦେହ

ପ୍ରକାଶ ପରେ ଚେତା ତପ୍ତର ପ୍ରଶାସନ। ଗତକାଲି ହିନ୍ଦୋଳ ଏନ.ଏ.ସି.ର ପାଞ୍ଚ ନମ୍ବର ଓ୍ବାର୍ଡ ଗୋଟିଏ ପୋଖରୀ ହୁଡ଼ାରେ ଦୁଇ ଦିନ ଧରି ଗୋଟିଏ ଷଣ୍ଢ ମରି ପଡିଥିବାର ଖବର ଆମେ ଗତ କାଲି ପ୍ରକାଶ କରିଥିଲୁ ।

ଆଜି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜେ ଟ୍ରାକ୍ଟର ପଠାଇ ଶବଟିକୁ ଉଠାଇଥିବାର ଜଣାପଡିଛି ।

ସୁଚନା ମୁତାବକ ଷଣ୍ଢ ଟି ପାଣି ପିଇବାକୁ ଯାଇ ଖାଲରେ ପଡି ଯାଇ ଆହାତ ହୋଇଥିଲା। କିଛି ଦିନ ପୂର୍ବରୁ ପୋଖରୀ ଉଦ୍ଧାର ପାଇଁ ଏହି ପୋଖରୀ ହୁଡ଼ା ହାଣି ପାଣି ନିଷ୍କାସନ କରାଯାଇଥିଲା। ପୋଖରୀ ଭିତରେ ପଶି ପାଣି ପିଇବାକୁ ଯାଇ ଖାଲରେ ପଡି ଷଣ୍ଢଟି ମୃତ୍ୟୁ ବରଣ କରିଥିବାରୁ ସ୍ଥାନୀୟ ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!