News
WhatsApp Image 2023-10-04 at 17.25.00
samparksetu

ବାପା ଛେଉଣ୍ଡ ହେଇଗଲେ ଚାରି ଝିଅ

ବେସାହାରା ହେଇଗଲେ ମମତା ନାଏକ । ନିଜର ଚାରିଜଣ ପିଲାଙ୍କୁ ଇପରି ଆହାର ଯୋଗାଇବା ମମତା ନାଏକ ଏବେ ଚିନ୍ତାରେ ।ସ୍ୱାମୀ ଥିଲେ ଦିନ ମଜୁରିଆ ,ସ୍ୱାମୀ  ରୋହିତ ନାଏକ ଅଜଣା ରୋଗରେ ପିଡୀତ ହୋଇ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ଏବଂ କୁନି କୁନି ଚାରିଝିଅ ଙ୍କ ର ଭୋକ ଉପାସରେ ଦିନ କଟୁଛି ।

ଏହିପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଚାନ୍ଦପୁର ପଞ୍ଚାୟତ ଚାନ୍ଦପୁର ଗାଁରେ ।ଚାନ୍ଦପୁର ଗାଁ ର ରୋହିତ ନାଏକ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ମମତା ଏବଂ ଚାରିଝିଅ ଭୋକ ଉପାସରେ ଦିନ କାଟୁଛନ୍ତି । ମମତା ନାଏକ ଙ୍କୁ ଯଥାଶୀଘ୍ର ବିଧବା ଭତ୍ତା , ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ଅନ୍ତୋଦୟ ଯୋଜନା , ସହିତ ପିଲା ମାନଙ୍କର ଭବିଷ୍ୟତ ପାଇଁ ସରକାର ଙ୍କ ସାହାଯ୍ୟ ଲୋଡ଼ିଛନ୍ତି ସ୍ଥାନୀୟ ଲୋକେ ।

new life
You might also like
error: Content is protected !!