News
WhatsApp Image 2023-10-04 at 17.25.00
samparksetu

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ; ବହତ୍ୟା ଅଭିଯୋଗ ପରେ ବନ୍ଧାହେଲେ ସ୍ୱାମୀ

କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମ ର ଶ୍ରୀକାନ୍ତ ସାହୁ ଙ୍କ ଝିଅ ସୀମା ସାହୁ ଆଜିକୁ ପାଞ୍ଚ ବର୍ଷ ତଳେ ଗୋରଡିଆ ଗ୍ରାମ ର ବେଣୁ ସାହୁ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ । ବିବାହର ପରଠାରୁ ଅଧିକ ଯୌତୁକ ଦାବି ନେଇ ଶ୍ୱଶୁର ଘର ଲୋକ ଦାବି କରି ଆସୁଥିଲେ।ଏବଂ ଅନେକ ସମୟରେ ନିର୍ଯ୍ୟାତନେ ମଧ୍ୟ ଦିଆଯାଉଥିଲା ।

ତେବେ ତାଙ୍କ ଝିଅ କୁ ମାରି ଦେଇ ଫ୍ୟାନ ରେ ଟଙ୍ଗାଇ ଦେଇଥିବା ବାପଘର ଲୋକ କାମାକ୍ଷାନଗର ଥାନାରେ ରବିବାର ଦିନ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

new life
You might also like
error: Content is protected !!