News
WhatsApp Image 2023-10-04 at 17.25.00
samparksetu

ରାସ୍ତା ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି

ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ବାଇପାଶ ରାସ୍ତା ହେବା ପରେ ସହର ମଧ୍ୟ ଦେଇ ଯାଇଥିବା ରା୍‌ତାର ଅବସ୍ଥା ପାଦଚଲା ରାସ୍ତା ଠାରୁ ହୀନ ହୋଇପଡିଛି । ଏନେଇ ଗ୍ରାମବାସୀ ମାନେ ବାରମ୍ବାର ସ୍ଥାନୀତ ବିଜ୍ଞାପିତ ଅଚଂଳ ପରିଷଦର ନିର୍ବାହୀ ଅଧିକାରୀ , ତହସିଲଦାର, ଉପଜିଲ୍ଲାପାଳ , ଏପରିକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କୈଣସି ସନ୍ତୋଷ ଜନକ ଉତ୍ତର ଦୀର୍ଘ ଏକମାସ ମଧ୍ୟରେ ପାଇ ପାରୁନାହାନ୍ତି ।

ଜାତୀୟ ରାଜପଥର ଢେଙ୍କାନାଳ କାର୍ଯ୍ୟାଳୟକୁ ମଧ୍ୟ ଦୈାଡି ଦୈାଡି ନିରାଶ ହେଲେଣି । ବାଧ୍ୟ ହୋଇ ଗ୍ରାମବାସୀ ମାନେ ବୁଧବାର ଶହେ ସଂଖ୍ୟାରେ ଖୋଲା ଚିଠି ପୋଷ୍ଟକାର୍ଡ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ସ୍ଥାନୀୟ ଡାକବିଭାଗ କାର୍ଯ୍ୟାଳୟ ମାଧ୍ୟମରେ ପଠାଇଛନ୍ତି । ଭୁବନ ଗୋପାଳପୁରର ଯୁବ ସମାଜସେବୀ ପପୁ ସାହୁଙ୍କ ନେତୃତ୍ୱନରେ ଏହି କାର୍ଯ୍ୟ ହୋଇଥିବା ଜଣାଯାଇଛି ।

new life
You might also like
error: Content is protected !!